ପୃଥୂଦର Pṛuthūdara

  • ସଂ. ବିଣ. ପୁଂ. (ବହୁବ୍ରୀହି; ପୃଥୁ+ଉଦର) — ସ୍ଥୂଳୋଦର — Big-bellied
  • ସଂ. ବିଣ. ପୁଂ. (ବହୁବ୍ରୀହି; ପୃଥୁ+ଉଦର) — ଥନ୍ତଲ ପେଟିଆ — Pot-bellied
  • ସଂ. ବି — ମେଣ୍ଢା; ମେଷ (ହି. ଶ) — Sheep