ପୃଥ୍ୱୀକା Pṛuthwīkā

  • ସଂ. ବି. (ପୃଥ୍ୱୀ+କ+ସ୍ତ୍ରୀ. ଆ) (ବୈଦ୍ୟକ) ବଡ଼ ଅଳେଇଚ — Cardamom
  • ସଂ. ବି. (ପୃଥ୍ୱୀ+କ+ସ୍ତ୍ରୀ. ଆ) କଳାଜୀରା — Black cumin seed
  • ସଂ. ବି. (ପୃଥ୍ୱୀ+କ+ସ୍ତ୍ରୀ. ଆ) ହିଙ୍ଗୁପତ୍ରୀ ଘାସ — A kind of grass