ପୃଥୁଳାକ୍ଷ Pṛuthuḻāksha

  • ସଂ. ବିଣ. ପୁଂ. (ବହୁବ୍ରୀହି, ପୃଥୁଳ+ଅକ୍ଷି) — ବିଶାଳନେତ୍ରବିଶିଷ୍ଟ — Having big eyes; big-eyed
  • ସଂ. ବି — ପୂରୁବଂଶୀୟ ନୃପତିବିଶେଷ — Name of a king of the Pūru dynasty