ପୃଥୁଚ୍ଛଦ Pṛuthuchchhada

  • ସଂ. ବିଣ. (ବହୁବ୍ରୀହି; ପୁଥୁ+ଛଦ; ସନ୍ଧି ଯୋଗୁଁ ଛ ସ୍ଥାନର ଚ୍ଛ) ମୋଟା ପତ୍ରବିଶିଷ୍ଟ — Having thick leaves
  • ସଂ. ବିଣ. (ବହୁବ୍ରୀହି; ପୁଥୁ+ଛଦ; ସନ୍ଧି ଯୋଗୁଁ ଛ ସ୍ଥାନର ଚ୍ଛ) ବଡ଼ ପତ୍ରବିଶିଷ୍ଟ — Having large leaves
  • ସଂ. ବି. — ଏକପ୍ରକାର ଘାସ — A kind of grass
  • ସଂ. ବି. — ହସ୍ତିକନ୍ଦ (ହି. ଶ) — A kind of bulbous root