ପୁଡ଼ୁଗ Puṟḍ̠uga

  • ପ୍ରାଦେ. (ଗଞ୍ଜାମ; ସମ୍ବଲପୁର)—ବି.—(ସଂ. ପୁଟକ) — ଶସ୍ୟାଦିର ଓଳିଆ — A round packet made of crushed straw for storing grains
  • ପ୍ରାଦେ. (ଗଞ୍ଜାମ; ସମ୍ବଲପୁର)—ବି.—(ସଂ. ପୁଟକ) — ଧାନର ବଡ଼ ଓଳିଆ — Big round packet of straw containing paddy
  • ପ୍ରାଦେ. (ଗଞ୍ଜାମ; ସମ୍ବଲପୁର)—ବି.—(ସଂ. ପୁଟକ) — ମାଛ ବିନା ଅତଡ଼ିରେ ସେହି ଫେଣାଟା, ରହିଛି ହୋଇ କରି ପୁଡ଼ୁଗ ପରାଟା। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।
  • ପ୍ରାଦେ. (ଗଡ଼ଜାତ) ବି — ଶସ୍ୟାଦିର ପରିମାଣ ବିଶେଷ; ପୌଟି; 20 ଖଣ୍ଡି — ଶସ୍ୟାଦିର ପରିମାଣ ବିଶେଷ; ପୌଟି;20ଖଣ୍ଡି— A measure of corn
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ମାଣ= 42 ଟଙ୍କା ଓଜନର ପରିମାଣ ପାତ୍ର; ଖଣ୍ଡି= 20 ମାଣ; ପୁଡ଼ୁଗ= 20 ଖଣ୍ଡି।] — [ଦ୍ର—ମାଣ=42ଟଙ୍କା ଓଜନର ପରିମାଣ ପାତ୍ର; ଖଣ୍ଡି=20ମାଣ; ପୁଡ଼ୁଗ=20ଖଣ୍ଡି]
  • ପ୍ରାଦେ. (ସମ୍ବଲପୁର ଓ ଗଡ଼ଜାତ) ବି — 160 ତାମ୍ବି ପରିମାଣ — 60ତାମ୍ବି ପରିମାଣ—. A measure of corn equal to 60 Tāmbis