ପୁଡ଼ୁକା Puṟḍ̠ukā
- ପ୍ରାଦେ. (ଗଞ୍ଜାମ ଓ ଜୟପୁର) ବି. — ଛତୁ, ଚୂନା ମାଛ, କଖାରୁ ଡଙ୍କ ଆଦି ତେଲ ମସଲା ଲୁଣ ଗୋଳା ଯାଇ ଦହକ ନିଆଁରେ ପୋଡ଼ା ଯିବା ପତର ପୁଡ଼ା; ପତର ପୋଡ଼ା — A small quantity of small fishes, tender leaves of some creepers, and mushroom dressed in red hot charcoal while enclosed in a packet of leaves