ପୁଡ଼ି Puṟḍ̠i

  • ଦେ. ବି. (ସଂ. ପୁଟୀ; ପୁଡ଼ାର ଆଦରାର୍ଥକ ଓ କ୍ଷୁଦ୍ରାର୍ଥକ ଆକାର) — ଛୋଟ ପୁଡ଼ା — A small packet
  • ଦେ. ବି. (ସଂ. ପୁଟୀ; ପୁଡ଼ାର ଆଦରାର୍ଥକ ଓ କ୍ଷୁଦ୍ରାର୍ଥକ ଆକାର) — ନାସା ପୁଟ — The nostrils
  • ଦେ. ବି. (ସଂ. ପୁଟୀ; ପୁଡ଼ାର ଆଦରାର୍ଥକ ଓ କ୍ଷୁଦ୍ରାର୍ଥକ ଆକାର) — କି କରି ଫୁଲାଇ ସେ ନାସିକା ପୁଡ଼ି—ଭଞ୍ଜ, ସୁବର୍ଣ୍ଣରେଖା।
  • ଦେ. ବି. (ସଂ. ପୁଟୀ; ପୁଡ଼ାର ଆଦରାର୍ଥକ ଓ କ୍ଷୁଦ୍ରାର୍ଥକ ଆକାର) — ଦୂବ, ଘାସ ପ୍ରଭୃତିର ସାନ ବିଡ଼ା — A small bunch of grass
  • ପ୍ରାଦେ. (ସମ୍ବଲପୁର) ବି — ପୁରୀ ପିଠା — Fried thin wheat-meal cake
  • ପ୍ରାଦେ. (ଗଡ଼ଜାତ) ବି — ଶସ୍ୟାଦିର ପରିମାଣବିଶେଷ; ପଉଟୀ; 20 ଗୌଣୀ — ଶସ୍ୟାଦିର ପରିମାଣବିଶେଷ; ପଉଟୀ;20ଗୌଣୀ—. A measure of corn
  • ପ୍ରାଦେ. (ଗଡ଼ଜାତ) ବି — କରତର ବା ଦାଆର ଦାନ୍ତ — The teeth of a sickle or saw (Howells)