ପୁଡ଼ିଆ Puṟḍ̠iā

  • ଦେ. ବି.—(ସଂ. ପୁଟିକା; ପ୍ରା. ପୁଡ଼ିୟା) — ପୁଡ଼ି (ଦେଖ) — Puṟḍ̠i (See)
  • ଦେ. ବି.—(ସଂ. ପୁଟିକା; ପ୍ରା. ପୁଡ଼ିୟା) — ଏକ ପାନ ଔଷଧ ଚୂର୍ଣ୍ଣାଦି ପୂର୍ଣ୍ଣ କାଗଜର ସାନ ପୁଡ଼ା — A small packet of paper enclosing one dose of a medicinal powder