ପୁଷ୍ପ Pushpa

  • ସଂ. ବି. (ପୁଷ୍ପ୍ ଧାତୁ+କର୍ତ୍ତୃ. ଅ) — ଫୁଲ — Flower
  • ସଂ. ବି. (ପୁଷ୍ପ୍ ଧାତୁ+କର୍ତ୍ତୃ. ଅ) — ସ୍ତ୍ରୀରଜଃ — Menses; menstrual flux
  • ସଂ. ବି. (ପୁଷ୍ପ୍ ଧାତୁ+କର୍ତ୍ତୃ. ଅ) — (+ ଭାବ. ଅ) ବିକାଶ; ପ୍ରକାଶ — Expansion; exhibition
  • ସଂ. ବି. (ପୁଷ୍ପ୍ ଧାତୁ+କର୍ତ୍ତୃ. ଅ) — ନେତ୍ରରୋଗବିଶେଷ; ଆଖିର ଫୁଲା; ପରଳ — A disease of the eye; albugo; lencoma
  • ସଂ. ବି. (ପୁଷ୍ପ୍ ଧାତୁ+କର୍ତ୍ତୃ. ଅ) — ପୁଷ୍ପକ 1 (ଦେଖ) — ପୁଷ୍ପକ1(ଦେଖ)—. Pushpaka 1. (See)