ପୁଷ୍ଟିକର Pushṭikara

  • ସଂ. ବିଣ—(ପୁଷ୍ଟି+କୃ ଧାତୁ+କର୍ତ୍ତୃ. ଅ) — ବୃଦ୍ଧିକାରକ, ବଳପ୍ରଦ, ଯାହା ଶରୀରକୁ ପୁଷ୍ଟ କରାଏ — Nourishing; nutritious; causing growth
  • ସଂ. ବିଣ—(ପୁଷ୍ଟି+କୃ ଧାତୁ+କର୍ତ୍ତୃ. ଅ) — ଉନ୍ନତିକାରକ — Producing prosperity