ପୁଷ୍ପ କୀଟ Pushpa kīṭa

  • ସଂ. ବି—(ମ. ପ. ଲୋ; ପୁଷ୍ପ+କୀଟ) — ଭ୍ରମର — The black bee
  • ସଂ. ବି—(ମ. ପ. ଲୋ; ପୁଷ୍ପ+କୀଟ) — ଫୁଲକୁ ଆକ୍ରମଣ କରିବା ପୋକ — Any insect attacking flowers