ପୁଷ୍ଟି କର୍ମ Pushṭi karma

  • ଦେ. ବି — ଶୁଭ କର୍ମ — Auspicious ceremonies
  • ଦେ. ବି — ଶାନ୍ତି ବୋଲି ଗ୍ରହଶାନ୍ତି ପୁଷ୍ଟିକର୍ମ ଯେତେ କରିବ ପଟ୍ଟାଦି ବସ୍ତ୍ର ବିଭା ଦାନ ବ୍ରତେ—ଶିବସ୍ୱରୋଦୟ।