ପୁଷ୍ଟ Pushṭa

  • ସଂ. ବିଣ. (ପୁଷ୍ ଧାତୁ+କର୍ମ. ତ) — ପ୍ରତିପାଳିତ — Brought up; maintained; nourished; cherished; supported
  • ସଂ. ବିଣ. (ପୁଷ୍ ଧାତୁ+କର୍ମ. ତ) — ସ୍ଥୂଳ; ମୋଟା — Fat; corpulent
  • ସଂ. ବିଣ. (ପୁଷ୍ ଧାତୁ+କର୍ମ. ତ) — ଯାହାକୁ ଖାଦ୍ୟଦ୍ୱାରା ସ୍ଥୂଳକାୟ କରାଯାଇଥାଏ — Fattened
  • ସଂ. ବିଣ. (ପୁଷ୍ ଧାତୁ+କର୍ମ. ତ) — ବୃଦ୍ଧିଯୁକ୍ତ — Thrived
  • ସଂ. ବିଣ. (ପୁଷ୍ ଧାତୁ+କର୍ମ. ତ) — ଦଗ୍ଧ — Burnt
  • ସଂ. ବିଣ. (ପୁଷ୍ ଧାତୁ+କର୍ମ. ତ) — ପରିପୁଷ୍ଟ; ସୁପରିଣତ — Well developed
  • ସଂ. ବିଣ. (ପୁଷ୍ ଧାତୁ+କର୍ମ. ତ) — [ଦ୍ର—ଏହି ଶବ୍ଦ ଅନ୍ୟ କେତେକ ଶବ୍ଦ ପରେ ବ୍ୟବହୃତ ହୁଏ; ଯଥା—ଅନ୍ନପୁଷ୍ଟ; କାକପୁଷ୍ଟ; ପରପୁଷ୍ଟ; ହୃଷ୍ଟପୁଷ୍ଟ; ପରାନ୍ନପୁଷ୍ଟ; ଇତ୍ୟାଦି।]
  • ସଂ. ବିଣ. (ପୁଷ୍ ଧାତୁ+କର୍ମ. ତ) — (କର୍ତ୍ତୃ. ତ) ବଳବର୍ଦ୍ଧକ; ପୋଷଣକାରୀ (ହି. ଶ) — Nourishing
  • ଗ୍ରା. ବି — (ସଂ. ପୃଷ୍ଠର ଅଶୁଦ୍ଧ ଉଚ୍ଚାରଣ) ପିଠି ପାଖ — Back; back side
  • ଗ୍ରା. ବିଣ—(ସଂ. ସ୍ପଷ୍ଟର ଅଶୁଦ୍ଧ ଉଚ୍ଚାରଣ) — ସ୍ପଷ୍ଟ — Clear
  • ଗ୍ରା. ବିଣ—(ସଂ. ସ୍ପଷ୍ଟର ଅଶୁଦ୍ଧ ଉଚ୍ଚାରଣ) — ଭଲ; ଉତ୍ତମ — Good
  • ଗ୍ରା. ବିଣ—(ସଂ. ସ୍ପଷ୍ଟର ଅଶୁଦ୍ଧ ଉଚ୍ଚାରଣ) — କବିସୂର୍ଯ୍ୟ, ମହାଭାରତ, ଶଲ୍ୟ। — 1ଓ2—ଚାଲ ହେ ଗାନ୍ଧାରୀ ବିଦୁର ଧୃତରାଷ୍ଟ୍ର ତିନିଙ୍କି ପଚାରିବା କେଉଁ କଥା ପୁଷ୍ଟ