ପୁଷ୍କରିଣୀ Pushkariṇī

  • ସଂ. ବି. ସ୍ତ୍ରୀ. (ପୁଷ୍କର= ପଦ୍ମ; ଜଳ ଆଦି+ଇନ୍+ସ୍ତ୍ରୀ ଈ) — ପୋଖରୀ; ସରୋବର; ଜଳାଶୟ — Tank; pond
  • ସଂ. ବି. ସ୍ତ୍ରୀ. (ପୁଷ୍କର= ପଦ୍ମ; ଜଳ ଆଦି+ଇନ୍+ସ୍ତ୍ରୀ ଈ) — ଶତଧନୁ ବା 400 ହାତ ପରିମିତ ସମଚତୁରସ୍ର ଜଳାଶୟ — ଶତଧନୁ ବା400ହାତ ପରିମିତ ସମଚତୁରସ୍ର ଜଳାଶୟ— . A square tank measuring 00 yards each side
  • ସଂ. ବି. ସ୍ତ୍ରୀ. (ପୁଷ୍କର= ପଦ୍ମ; ଜଳ ଆଦି+ଇନ୍+ସ୍ତ୍ରୀ ଈ) — [ଦ୍ର—ପୁଷ୍କରିଣୀର ପାଞ୍ଚଗୁଣ ଆକାରବିଶିଷ୍ଟ ଜଳାଶୟକୁ ତଡ଼ାଗ ବୋଲାଯାଏ।]
  • ସଂ. ବି. ସ୍ତ୍ରୀ. (ପୁଷ୍କର= ପଦ୍ମ; ଜଳ ଆଦି+ଇନ୍+ସ୍ତ୍ରୀ ଈ) — ହ୍ରଦ; ଅକୃତ୍ରିମ ଜଳାଶୟ — A lake
  • ସଂ. ବି. ସ୍ତ୍ରୀ. (ପୁଷ୍କର= ପଦ୍ମ; ଜଳ ଆଦି+ଇନ୍+ସ୍ତ୍ରୀ ଈ) — ସରୋଜିନୀ; ପଦ୍ମପୋଖରୀ — A tank full of lotuses
  • ସଂ. ବି. ସ୍ତ୍ରୀ. (ପୁଷ୍କର= ପଦ୍ମ; ଜଳ ଆଦି+ଇନ୍+ସ୍ତ୍ରୀ ଈ) — ହସ୍ତିନୀ; ହାତୁଣୀ — A she-elephant
  • ସଂ. ବି. ସ୍ତ୍ରୀ. (ପୁଷ୍କର= ପଦ୍ମ; ଜଳ ଆଦି+ଇନ୍+ସ୍ତ୍ରୀ ଈ) — ସ୍ଥଳପଦ୍ମ — Habiscus mutabilis (flower)
  • ସଂ. ବି. ସ୍ତ୍ରୀ. (ପୁଷ୍କର= ପଦ୍ମ; ଜଳ ଆଦି+ଇନ୍+ସ୍ତ୍ରୀ ଈ) — ପଦ୍ମିନୀ; ପଦ୍ମନାଡ଼ — The stalk of lotus
  • ସଂ. ବି. ସ୍ତ୍ରୀ. (ପୁଷ୍କର= ପଦ୍ମ; ଜଳ ଆଦି+ଇନ୍+ସ୍ତ୍ରୀ ଈ) — ପୁଷ୍କର ମୂଳ ଔଷଧି — A medicinal root
  • ସଂ. ବି. ସ୍ତ୍ରୀ. (ପୁଷ୍କର= ପଦ୍ମ; ଜଳ ଆଦି+ଇନ୍+ସ୍ତ୍ରୀ ଈ) — କୁଢ଼ ନାମକ ଔଷଧି — Costus speciotus