ପୁରାତନ Purātana
- ସଂ. ବିଣ—(ପୁରା—ଭାବାର୍ଥେ. ତନ) — ପ୍ରାଚୀନ; ବୃଦ୍ଧ — Old; aged
- ସଂ. ବିଣ—(ପୁରା—ଭାବାର୍ଥେ. ତନ) — ବହୁ ପ୍ରାଚୀନ — Ancient
- ସଂ. ବିଣ—(ପୁରା—ଭାବାର୍ଥେ. ତନ) — ଅନାଦି — Existing from time immemorial
- ସଂ. ବି — ବିଷ୍ଣୁ (ହି. ଶ.) — Bishṇu
- ସଂ. ବି — ପ୍ରାଚୀନ କାହାଣୀ — An ancient story (Apte)