ପୁରାଣ ଫିଟାଇବା Purāṇa pḥiṭāibā
- ଦେ. କ୍ରି — ପୁରାଣ ପାଠ କରିବା ନିମନ୍ତେ ପୋଥିକୁ ଫିଟାଇବା — To open the Purāṇas to read
- ଦେ. କ୍ରି — ପ୍ରାୟଶ୍ଚିତାଦିର ବ୍ୟବସ୍ଥା ଦେବା ନିମନ୍ତେ ପୁରାଣ ପୋଥି ଖୋଲିବା — To open the Purāṇa to give prescriptions or opinions for expiations
- ଦେ. କ୍ରି — (ଲକ୍ଷଣାର୍ଥ) କୁବାକ୍ୟରେ ଗାଳି ଦେବା — (fig) To call names
- ଦେ. କ୍ରି — କୌଣସି ବ୍ୟକ୍ତିର ପାରିବାରିକ ବହୁ ଚ୍ଛିଦ୍ର ପ୍ରକାଶ କରିବା — To speak out the family secrets of a person