ପୁରାବିତ୍ Purābit

  • ସଂ. ବିଣ. ପୁଂ—(ପୁରା+ ବିଦ୍ ଧାତୁ= ଜାଣିବା+ କ୍ୱିପ୍; ପୁରା— ବିଦ୍ ଶବ୍ଦ 1 ମା. 1 ବ) — ପୁରାତତ୍ତ୍ୱବିତ୍; ପ୍ରାଚୀନ କାଳର ତଥ୍ୟ ଜାଣିଥିବା (ବ୍ୟକ୍ତି) — Archaeologist
  • ସଂ. ବିଣ. ପୁଂ—(ପୁରା+ ବିଦ୍ ଧାତୁ= ଜାଣିବା+ କ୍ୱିପ୍; ପୁରା— ବିଦ୍ ଶବ୍ଦ 1 ମା. 1 ବ) — ଇତିହାସବେତ୍ତା ବ୍ୟକ୍ତି — A historian