ପୁରାବୃତ୍ତ Purābṛutta
- ସଂ. ବି. (ପୁରା+ ବୃତ୍ ଧାତୁ= ଘଟିବା+ ତ) — ପ୍ରାଚୀନକାଳର ବୃତ୍ତାନ୍ତ; ଇତିହାସ — History
- ସଂ. ବି. (ପୁରା+ ବୃତ୍ ଧାତୁ= ଘଟିବା+ ତ) — ପୁରାଣ — Legend; mythology; an account of past events
- ସଂ. ବିଣ — ପ୍ରାଚୀନକାଳରେ ଘଟିଥିବା — Occurring in ancient times (Apte)
- ସଂ. ବିଣ — ପ୍ରାଚୀନ କାଳ ସମ୍ବନ୍ଧୀୟ — Relating to the past. (Apte)
- ସଂ. ବିଣ — ପ୍ରାଚୀ; ପୁରାତନ — Ancient; old (Apte)