ପୁରଣ Puraṇa

  • ସଂ. ବି—(ପୃ ଧାତୁ= ପୂର୍ଣ୍ଣ କରିବା+ଅନ) — ସମୁଦ୍ର — The ocean
  • ଦେ. ବି — ପୂର୍ଣ୍ଣଚନ୍ଦ୍ରର ଡାକ ନାମ — A name for calling Pūrṇṇachandra
  • ପ୍ରାଦେ (ବସ୍ତର) ବି — ପଦ୍ମ ଫୁଲ — Lotus (flower)