ପୁରଞ୍ଜନ Puran̄jana
- ସଂ. ବି. (ପୁରଂ=ଦେହକୁ+ଜନ୍ ଧାତୁ+କର୍ତ୍ତୃ. ଅ; ଯେ ଦେହକୁ ଜନ୍ମ କରେ) — ଆତ୍ମା — Soul
- ସଂ. ବି. (ପୁରଂ=ଦେହକୁ+ଜନ୍ ଧାତୁ+କର୍ତ୍ତୃ. ଅ; ଯେ ଦେହକୁ ଜନ୍ମ କରେ) — ଜୀବାତ୍ମା — The living principle in an animal
- ସଂ. ବି. (ପୁରଂ=ଦେହକୁ+ଜନ୍ ଧାତୁ+କର୍ତ୍ତୃ. ଅ; ଯେ ଦେହକୁ ଜନ୍ମ କରେ) — [ଦ୍ର—ଭାଗବତରେ ରୂପକ ଛଳରେ ଲେଖାଅଛି ଯେ ଦେହ ପୁର ଅଟେ, ଦେହର ନବଦ୍ୱାର ନବ ଛିଦ୍ର ଅଟେ। ଚର୍ମ ପ୍ରାଚୀର ଅଟେ। ତହିଁମଧ୍ୟରେ ପୁରଞ୍ଜନ ନାମକ ଜୀବାତ୍ମା ବାସ କରେ— ହି. ଶବ୍ଦସାଗର।]
- ସଂ. ବି. (ପୁରଂ=ଦେହକୁ+ଜନ୍ ଧାତୁ+କର୍ତ୍ତୃ. ଅ; ଯେ ଦେହକୁ ଜନ୍ମ କରେ) — ଜୀବନ — Life
- ସଂ. ବି. (ପୁରଂ=ଦେହକୁ+ଜନ୍ ଧାତୁ+କର୍ତ୍ତୃ. ଅ; ଯେ ଦେହକୁ ଜନ୍ମ କରେ) — ଭାଗବତ ବର୍ଣ୍ଣିତ ବ୍ରାହ୍ମଣର ନାମ — Name of a celebrated Brāhmaṇa described in Bhāgabata (Howells)