ପୁରଦ୍ୱିଟ୍ Puradwiṭ

  • ସଂ. ବି. — (ପୁର=ତ୍ରିପୁର+ଦ୍ୱିଷ ଧାତୁ=ହିଂସା କରିବା+ କର୍ତ୍ତୃ. କ୍ୱିପ୍; ପୁରଦ୍ୱିଷ ଶବ୍ଦ, 1 ମା. 1 ବ.) — (ପୁର=ତ୍ରିପୁର+ଦ୍ୱିଷ ଧାତୁ=ହିଂସା କରିବା+ କର୍ତ୍ତୃ. କ୍ୱିପ୍; ପୁରଦ୍ୱିଷ ଶବ୍ଦ,1ମା.1ବ.)
  • ସଂ. ବି. — ତ୍ରିପୁରାରି; ଶିବ — Ṡiba