ପୁରଜିତ୍ Purajit
- ସଂ. ବି. (ପୁର=ତ୍ରିପୁରାସୁର+ଜି ଧାତୁ=ଜୟ କରିବା+ କର୍ତ୍ତୃ. କ୍ୱିପ୍) — ତ୍ରିପୁରାରି; ମହାଦେବ — Ṡiba
- ସଂ. ବି. (ପୁର=ତ୍ରିପୁରାସୁର+ଜି ଧାତୁ=ଜୟ କରିବା+ କର୍ତ୍ତୃ. କ୍ୱିପ୍) — ଚନ୍ଦ୍ରବଂଶୀୟ ଜଣେ ରାଜା — Name of a king of the Lunar race
- ସଂ. ବି. (ପୁର=ତ୍ରିପୁରାସୁର+ଜି ଧାତୁ=ଜୟ କରିବା+ କର୍ତ୍ତୃ. କ୍ୱିପ୍) — ଜାମ୍ବବତୀଙ୍କ ଗର୍ଭଜାତ କୃଷ୍ଣଙ୍କର ଏକ ପୁତ୍ର — Name of a son of Kṛushṇa