ପୁତ୍ରଦା Putradā
- ସଂ. ବି. ସ୍ତ୍ରୀ—(ପୁତ୍ର+ଦା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ବନ୍ଧ୍ୟାକର୍କୋଟକୀ (ହି. ଶ.) ଅଷାଢୁଆ (ଲତା ଓ ଫଳ) — Memordica Dioicicamale (creeper and fruit)
- ସଂ. ବି. ସ୍ତ୍ରୀ—(ପୁତ୍ର+ଦା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଲକ୍ଷ୍ମଣା କନ୍ଦ (ହି.ଶ.) (ଦେଖ) — Lakshmaṇā kanda (See)
- ସଂ. ବି. ସ୍ତ୍ରୀ—(ପୁତ୍ର+ଦା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଶ୍ୱେତ କଣ୍ଟକାରୀ (ହି.ଶ.) — The white flowered Barleria (plant)
- ସଂ. ବି. ସ୍ତ୍ରୀ—(ପୁତ୍ର+ଦା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଜୀବନ୍ତୀ (ହି.ଶ.) (ଦେଖ) — Jībantī (See) (plant)