ପୁତ୍ରଂଜୀବ Putraṁjība

  • ସଂ. ବି—(ପୁତ୍ରଂ=ପୁତ୍ରକୁ+ଜୀବ ଧାତୁ+ଅ; ଏହା ସେବନ କଲେ ଗର୍ଭସଞ୍ଚାର ହେବାରୁ ଏହି ନାମ) — ପୁତ୍ରଜୀବ (ଦେଖ) — Putrajība (See)