ପୁତ୍ରପୌତ୍ରାଦି କ୍ରମେ Putrapautrādi krame
- ଦେ. କ୍ରି. ବିଣ. (କବାଲାରେ ଲେଖାଯିବା ଭାଷା, ସଂ. ପୁତ୍ରପୌତ୍ରାଦି କ୍ରମେଣ) — ବାପ ପରେ ପୁଅ, ପୁଅ ପରେ ନାତି ଓ ନାତି ପରେ ଅଣନାତି ଏହିପରି କ୍ରମରେ (ସମ୍ପତ୍ତି ଭୋଗ କରିବା) — By hereditary succession
- ଦେ. କ୍ରି. ବିଣ. (କବାଲାରେ ଲେଖାଯିବା ଭାଷା, ସଂ. ପୁତ୍ରପୌତ୍ରାଦି କ୍ରମେଣ) — (ଯଥା—ବିକ୍ରେୟ ସମ୍ପତ୍ତିରେ ଆପଣ ମୁସ୍ତରି ପୁତ୍ରପୌତ୍ରାଦି କ୍ରମେ ମାଲିକ ଓ ଦଖଲକାର ହେଲ, ହେବ, ହେଲେ ଓ ହେବେ।)