ପୁଟୀ Puṭī
- ସଂ. ବି (ପୁଟ+ସ୍ତ୍ରୀ. ଈ) — କୌପୀନ — A strip of cloth covering the privities
- ସଂ. ବି (ପୁଟ+ସ୍ତ୍ରୀ. ଈ) — ଘୋଡ଼ଣି — Covering
- ସଂ. ବି (ପୁଟ+ସ୍ତ୍ରୀ. ଈ) — ଢାଙ୍କୁଣି — Lid; cover
- ସଂ. ବି (ପୁଟ+ସ୍ତ୍ରୀ. ଈ) — ଓଢ଼ଣା — A veil
- ସଂ. ବି (ପୁଟ+ସ୍ତ୍ରୀ. ଈ) — ଚଉପଦୀ — A cup made of leaves
- ସଂ. ବି (ପୁଟ+ସ୍ତ୍ରୀ. ଈ) — ସୀମାବଦ୍ଧ ଖାଲି ସ୍ଥାନ — A hollow space enclosed on all sides