ପୁଟିଆ Puṭiā
- ଦେ. ବି. — ପିଚା ବା ଜଙ୍ଘର ମାଂସଳ ସ୍ଥାନକୁ ଆଙ୍ଗୁଠିଦ୍ୱାରା ଚୁମୁଟିବା — Pinching the fleshy part of the thigh or buttocks with the fingers
- ଦେ. ବି. — ମାଂସଳ ଚର୍ମବଳି — Fleshy or flabby folds of skin
- ପ୍ରାଦେ. (ସମ୍ବଲପୁର). ବି. — ନଳିଗୋଡ଼ର ପଛ ପାଖର ମାଂସଳ ଅଂଶ; ଗୋଡ଼ ପେଣ୍ଡା — The back fleshy part of the leg; calf of the leg
- ପ୍ରାଦେ. (ସମ୍ବଲପୁର). ବି. — ଅନ୍ତପୁଟା; ଅନ୍ତ ବୁଜୁଳା — Entrails
- ପ୍ରାଦେ (ଗଡ଼ଜାତ) ବି. — ଶଗଡ଼ ଚକର ପହି — The wooden rim of a cart-wheel