ପୁଟିଣ୍ Puṭiṇ

  • ବୈଦେ. ବି (ଇଂ. ପୁଟ୍ଟି) — ଚକ୍ ଖଡ଼ିର ଚୂନା ସଙ୍ଗରେ ଝୁଣା ଓ ଗର୍ଜନ ତେଲ ମିଶାଇ ତିଆରି କରାଯିବା କାଦୁଆ ଅଠା — Thick paste made of powdered chalk compounded with linseed oil; putty
  • ବୈଦେ. ବି (ଇଂ. ପୁଟ୍ଟି) — [ଦ୍ର—ଏହାଦ୍ୱାରା କାଚଫଳକକୁ ଆଲମାରୀର କାଠଫର୍ମାରେ ଲଗାଯାଏ ଓ ଏହା କାଠ କାମର ଫାଟରେ ଭର୍ତ୍ତି କରାଯାଏ।]