ପୁଟୋଟଜ Puṭoṭaja

  • ସଂ. ବି. (ପୁଟ=ଆବରଣ+ଉଟଜ=ଗୃହ) — କନାଛତା — Cloth umbrella
  • ସଂ. ବି. (ପୁଟ=ଆବରଣ+ଉଟଜ=ଗୃହ) — ଶ୍ୱେତ ଛତ୍ର — White parasol