ପୁଟ୍ଲାଇବା Puṭ-lāibā

  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. ପୁଟ୍ ଧାତୁ=ସଂଲଗ୍ନ ହେବା) ଆଲିଙ୍ଗନ କରିବା; କୁଣ୍ଢାଇବା; ପୋଟାଳିବା — To embrace; to hug