ପୁଚ୍ଛା Puchchhā
- ଦେ. ବି. (ସଂ. ପୃଚ୍ଛା) — ପ୍ରଶ୍ନ; ଜିଜ୍ଞାସା — Questioning
- ଦେ. ବି. (ସଂ. ପୃଚ୍ଛା) — କହିବା — Speaking
- ଦେ. ବି. (ସଂ. ପୃଚ୍ଛା) — ଅନୁସନ୍ଧାନ — Enquiry
- ଦେ. ବି. (ସଂ. ପୃଚ୍ଛା) — [ଦ୍ର—'କୁହା' ଶବ୍ଦ ସଙ୍ଗେ ସହଚର ଶବ୍ଦରୂପେ ବ୍ୟବହୃତ ହୁଏ।]
- ଦେ. ବି. (ସଂ. ପୃଚ୍ଛା) — (ସଂ. ପ୍ରୋଞ୍ଛନ)— ପୋଛିବା — Wiping out
- ପ୍ରାଦେ. (ସମ୍ବଲପୁର) ବି. — ସାନ ଗାମୁଛା — A small napkin