ପୁଚ୍ଛ କଣ୍ଟକ Puchchha kaṇṭaka

  • ସଂ. ବି — (ପୁଚ୍ଛରେ କଣ୍ଟକ ପରି ପଦାର୍ଥ) (ବିଛା; ମହୁମାଛି; ବିରୁଡ଼ି ଆଦିଙ୍କ) ନାହୁଡ଼ — Sting (of a bee or scorpion)
  • ସଂ. ବି — (ବହୁବ୍ରୀହି) ବିଛା — Centipede; scorpion
  • ସଂ. ବିଣ — ଯେଉଁ ଜୀବର ଲାଙ୍ଗୁଡ଼ରେ ନାହୁଡ଼ ଥାଏ — Stinged (animal)