ପୁଚ୍ଛିବା Puchchhibā
- ଦେ. କ୍ରି. (ସଂ. ପ୍ରଚ୍ଛ ଧାତୁ) — ପଚାରିବା; ପ୍ରଶ୍ନ କରିବା — To ask; to question
- ଦେ. କ୍ରି. (ସଂ. ପ୍ରଚ୍ଛ ଧାତୁ) — ପୁଚ୍ଛିଲେ ଜନ୍ମେଜୟ ହସ୍ତିନା ନରସାଇଁ—କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରି. (ସଂ. ପ୍ରଚ୍ଛ ଧାତୁ) — [ଦ୍ର—ଏହା 'କହିବା' ଶବ୍ଦର ଏକାର୍ଥ ସହଚର ଶବ୍ଦରୂପେ ବ୍ୟବହୃତ ହୁଏ।]
- ପ୍ରାଦେ. (ବାଲେଶ୍ୱର ଓ ସମ୍ବଲପୁର) କ୍ରି. (ସଂ. ପ୍ରୋଞ୍ଛନ) — ପୋଛିବା — To wipe off