ପୁଚ୍ଛଟି Puchchhaṭi

  • ସଂ. ବି. (ପୁଚ୍ଛ+ଟି) — ଆଙ୍ଗୁଠିଦ୍ୱାରା ଫୁଟୁକି ମାରିବା — Snapping of the fingers
  • ସଂ. ବି. (ପୁଚ୍ଛ+ଟି) — ଆଙ୍ଗୁଠି ଫୁଟେଇବା — Cracking of the finger joints
  • ସଂ. ବି. (ପୁଚ୍ଛ+ଟି) — ଛୋଟ ପୁଚ୍ଛ — Small tail
  • ସଂ. ବି. (ପୁଚ୍ଛ+ଟି) — ନାହୁଡ଼ — Sting