ପୀୟୁ Pīyu

  • ସଂ. ବି. (ପୀ ଧାତୁ+ କର୍ତ୍ତୃ. ଉ; କିମ୍ବା ପା ଧାତୁ+ ଯୁ) — କାଳ; ସମୟ — Time
  • ସଂ. ବି. (ପୀ ଧାତୁ+ କର୍ତ୍ତୃ. ଉ; କିମ୍ବା ପା ଧାତୁ+ ଯୁ) — ସୂର୍ଯ୍ୟ — The sun
  • ସଂ. ବି. (ପୀ ଧାତୁ+ କର୍ତ୍ତୃ. ଉ; କିମ୍ବା ପା ଧାତୁ+ ଯୁ) — ପେଚା — Owl
  • ସଂ. ବି. (ପୀ ଧାତୁ+ କର୍ତ୍ତୃ. ଉ; କିମ୍ବା ପା ଧାତୁ+ ଯୁ) — କାକ — Crow
  • ସଂ. ବିଣ — ହିଂସ୍ର (ହି. ଶ.) — Malicious; malignant