ପୀୟୂଷ ରୁଚି Pīyūsha ruchi

  • ସଂ. ବି. (ବହୁବ୍ରୀହି; ପୀୟୂଷ+ ରୁଚି=କିରଣ ଯାହାଙ୍କର) — ଚନ୍ଦ୍ର — The moon
  • ସଂ. ବି. (ବହୁବ୍ରୀହି; ପୀୟୂଷ+ ରୁଚି=କିରଣ ଯାହାଙ୍କର) — (ପୀୟୂଷରେ ରୁଚି ଯାହାଙ୍କର) ଦେବଗଣ — The Gods
  • ସଂ. ବିଣ (ପୀୟୂଷରେ ରୁଚି= ସ୍ନେହ ଯାହାର) ଅମୃତପ୍ରିୟ — Fond of nectar