ପୀୟ (ଧାତୁ) Pīya (root)
- ସଂ. (ସୌତ୍ର ଧାତୁ) — ବଧ କରିବା — To kill
- ସଂ. (ସୌତ୍ର ଧାତୁ) — ହିଂସା କରିବା — To injure
- ସଂ. (ସୌତ୍ର ଧାତୁ) — ତୃପ୍ତ କରିବା — To satisfy
- ସଂ. (ସୌତ୍ର ଧାତୁ) — ଦୟା କରିବା — To be kind
- ସଂ. (ସୌତ୍ର ଧାତୁ) — ସ୍ନେହ କରିବା — To love
- ସଂ. (ସୌତ୍ର ଧାତୁ) — ସମ୍ମାନ କରିବା — To regard; to respect