ପୀବା Pībā

  • ସଂ. ବି. (ପ୍ୟାୟ ଧାତୁ= ବୃଦ୍ଧି ପାଇବା+ କର୍ତ୍ତୃ. ବନ୍; 1 ମା 1 ବ) — ବାୟୁ — Air; wind
  • ସଂ. ବି. (ପ୍ୟାୟ ଧାତୁ= ବୃଦ୍ଧି ପାଇବା+ କର୍ତ୍ତୃ. ବନ୍; 1 ମା 1 ବ) — ଜଳ — Water (Apte)
  • ସଂ. ବିଣ — ସ୍ଥୂଳ, ମୋଟା — Fat; plump
  • ସଂ. ବିଣ — ବଳିଷ୍ଠ — Strong