ପୀଡ଼େଇବା Pīṟḍ̠eibā

  • ଦେ. କ୍ରି. (ସଂ. ପୀଡ଼୍ ଧାତୁ ଣିଜନ୍ତ ପୀଡ଼ି ଧାତୁ) — ପୀଡ଼ିବା କ୍ରିୟାର ଣିଜନ୍ତରୂପ — Causative of Pīṟḍ̠ibā