ପୀଡ଼ାମାନ Pīṟḍ̠āmāna

  • ଦେ. ବିଣ. (ସଂ. ପୀଡ୍ୟମାନ) — ପୀଡ୍ୟମାନ (ଦେଖ) — Pīḍyamāna (See)
  • ଦେ. ବିଣ. (ସଂ. ପୀଡ୍ୟମାନ) — କ୍ଷୁଧା ତୃଷାରେ ପୀଡ଼ାମାନ, କ୍ଷଣକେ ହୁଏ ଅଚେତନ— ଜଗନ୍ନାଥ, ଭାଗବତ।