ପୀଡ୍ୟମାନ Pīḍyamāna

  • ସଂ. ବିଣ. (ପୀଡ଼୍ ଧାତୁ ଣିଚ୍+କର୍ମ. ମାନ) — ଯାହାକୁ ପୀଡ଼ା ଦିଆଯାଉଅଛି, ଉତ୍ପୀଡ୍ୟମାନ — Which is being oppressed
  • ସଂ. ବିଣ. (ପୀଡ଼୍ ଧାତୁ ଣିଚ୍+କର୍ମ. ମାନ) — କ୍ଳିଶ୍ୟମାନ — Suffering; ailing
  • ସଂ. ବିଣ. (ପୀଡ଼୍ ଧାତୁ ଣିଚ୍+କର୍ମ. ମାନ) — ଚୁପୁଡ଼ା ଯାଉଥିବା — Being squeezed
  • ସଂ. ବିଣ. (ପୀଡ଼୍ ଧାତୁ ଣିଚ୍+କର୍ମ. ମାନ) — ଚିପା ଯାଉଥିବା — Being pressed