ପୀଡ଼୍ (ଧାତୁ) Pīṟḍ̠ (root)

  • ସଂ — ପୀଡ଼ା ଦେବା; କଷ୍ଟ ଦେବା — To give pain; to torment
  • ସଂ — ମର୍ଦ୍ଦନ କରିବା — To pound
  • ସଂ — ଅତ୍ୟାଚାର କରିବା — To oppress
  • ସଂ — ଦୋହଲାଇବା — To shake
  • ସଂ — ଚୁପୁଡ଼ିବା; ପେଡ଼ିବା; ଚିପିବା — To squeeze; to press together
  • ସଂ — ଘାଣ୍ଟିବା — To agitate
  • ସଂ — ବାଧାଦେବା — To oppose; to obstruct
  • ସଂ — ବିରକ୍ତ କରିବା — To annoy; to molest
  • ସଂ — ନଗରର ଅବରୋଧ କରିବା — 8. To beseige a city
  • ସଂ — ଘୋଡ଼ାଇବା; ଆବରଣ କରିବା — To cover; to wrap up (Apte)
  • ସଂ — ଘୋଡ଼ାଇ ପକାଇବା — To eclipse (Apte)
  • ସଂ — ବିନାଶ କରିବା; ଗାଏବ୍ କରିବା — To suppres; to destroy (Apte)