ପୀତାଭ Pītābha

  • ସଂ. ବିଣ (ବହୁବ୍ରୀହି); (ପୀତ+ ଆଭା) — ହଳଦିଆ — Yellow
  • ସଂ. ବି — ପୀତ ଚନ୍ଦନ (ହି. ଶ.) — Yellow sandal