ପୀତାମ୍ବର Pītāmbara

  • ସଂ. ବି—(କର୍ମଧା; ପୀତ+ ଅମ୍ବର) — ହଳଦିଆ ଲୁଗା — Yellow cloth
  • ସଂ. ବି—(କର୍ମଧା; ପୀତ+ ଅମ୍ବର) — (ବହୁବ୍ରୀହି) ବିଷ୍ଣୁ; ଶ୍ରୀକୃଷ୍ଣ — Ṡrīkṛushṇa
  • ସଂ. ବି—(କର୍ମଧା; ପୀତ+ ଅମ୍ବର) — ନର୍ତ୍ତକ — A dancer
  • ସଂ. ବି—(କର୍ମଧା; ପୀତ+ ଅମ୍ବର) — ନଟ — An actor
  • ସଂ. ବି—(କର୍ମଧା; ପୀତ+ ଅମ୍ବର) — ହଳଦିଆ ବସ୍ତ୍ରଧାରୀ ସନ୍ନ୍ୟାସୀ — A mendicant wearing yellow clothes
  • ସଂ. ବିଣ. ପୁଂ — ହଳଦିଆ ଲୁଗା ପିନ୍ଧିଥିବା (ବ୍ୟକ୍ତି) — Wearing yellow clothes