ପୀତାମ୍ବର ଦାଶ Pītāmbara dāṡa
- ଦେ. ବି. (ନାମ) — ଜନୈକ ଗଞ୍ଜାମବାସୀ ଓଡ଼ିଆ ବ୍ରାହ୍ମଣ କବି — An Oṟḍ̠iā Brāhmaṇa poet of Ganjam
- ଦେ. ବି. (ନାମ) — [ଦ୍ର—ଏ ଓଡ଼ିଶା ରାଜା ଶ୍ରୀ ବୀରକିଶୋର ଦେବଙ୍କ ରାଜତ୍ୱ କାଳରେ (ଖ୍ରୀ: 1736 — 1773 ) ତାହାଙ୍କର ପ୍ରକାଣ୍ଡ ଗ୍ରନ୍ଥ 'ନୃସିଂହ ପୁରାଣ' ରଚନା କରିଥିଲେ। ତାରିଣୀ—ଉତ୍କଳ—ସାହିତ୍ୟ— ଇତିହାସ। — [ଦ୍ର—ଏ ଓଡ଼ିଶା ରାଜା ଶ୍ରୀ ବୀରକିଶୋର ଦେବଙ୍କ ରାଜତ୍ୱ କାଳରେ (ଖ୍ରୀ:1736—1773) ତାହାଙ୍କର ପ୍ରକାଣ୍ଡ ଗ୍ରନ୍ଥ 'ନୃସିଂହ ପୁରାଣ' ରଚନା କରିଥିଲେ ତାରିଣୀ—ଉତ୍କଳ—ସାହିତ୍ୟ— ଇତିହାସ
- ଦେ. ବି. (ନାମ) — ଏ କବି ଗୃହୀ ବୈଷ୍ଣବ ଥିଲେ। ଏହାଙ୍କ ପିତାଙ୍କ ନାମ ବାଲୁକେଶ୍ୱର। ଋଷିକୁଲ୍ୟା ନଦୀ ତଟରେ ଏହାଙ୍କର ମଠ ଥିଲା— ଜଗବନ୍ଧୁ—ପ୍ରାଚୀନ—ଉତ୍କଳ।]