ପିଢ଼ା Piṟḍ̠ẖā

  • ଦେ. ବି. (ସଂ. ପୀଠ) — ତଳେ ବସିବାର ଦୁଇମୁଣ୍ଡରେ ଗୋଡ଼ଥିବା କାଷ୍ଠାସନ — A low wooden stool or platform
  • ଦେ. ବି. (ସଂ. ପୀଠ) — ବସି ଦ୍ୱିଜେ ପିଢ଼ାରେ ଗୋଡ଼ ଦେଲେ ଧୋଇ। କୃଷ୍ଣସିଂହ, ମହାଭାରତ, ସଭା।
  • ଦେ. ବି. (ସଂ. ପୀଠ) — ଖାଇ ବସିବାର କାଷ୍ଠାସନ — A stool or seat sitting on which people take meals
  • ଦେ. ବି. (ସଂ. ପୀଠ) — ଗୃହର ଚାଳର ମଥାନ — The ridge of a thatch
  • ଦେ. ବି. (ସଂ. ପୀଠ) — ପିଢ଼ାରେ ସୁବର୍ଣ୍ଣ କଳସେ ତୋରଣା ଲମ୍ବାନ୍ତି ହରଷେ। ଜଗନ୍ନାଥ, ଭାଗବତ।
  • ଦେ. ବି. (ସଂ. ପୀଠ) — ଘରର ଚାଳର ଉପର ପାଖ — The outer portion of the thatch of a house
  • ଦେ. ବି. (ସଂ. ପୀଠ) — ଚୋରମାନେ ତକ୍ଷଣେ ଏକଥା ଜାଣିପାରି ସେହିଦିନ ରାତିରେ ତାହା ପିଢା଼ ବା ବାଡ଼ିରୁ ଫଳ କଦଳୀଟା କିମ୍ବା ବିଲର ଧାନ ଚୋରି କରି ଘେନିଯାନ୍ତି। ଫକୀରମୋହନ, ଛମାଣଆଠଗୁଣ୍ଠ।