ପିଢ଼ାପାଣି Piṟḍ̠ẖāpāṇi
- ଦେ. ବି. (ସହଚର ଶବ୍ଦ) — ଖାଇବା ପୂର୍ବରୁ ଆବଶ୍ୟକୀୟ ଦୁଇ ଗୋଟି ପ୍ରଧାନ ବସ୍ତୁ; ଯଥା—ବସିବାକୁ ପିଢ଼ା ଓ ଖାଇବା ସ୍ଥାନରେ ଓ ପତ୍ରରେ ଛିଞ୍ଚିବାକୁ ଓ ପିଇବାକୁ ପାଣି — A seat to sit on and water to drink and sprinkle on the spot where a person sits to take his meal