ପିଢ଼ Piṟḍ̠ẖa

  • ଦେ. ବି. (ସଂ. ପୀଠ) — ଚଉତରା; ବେଦୀ — An altar; platform
  • ଦେ. ବି. (ସଂ. ପୀଠ) — ପୀଠସ୍ଥାନ — A famous or sacred place
  • ଦେ. ବି. (ସଂ. ପୀଠ) — ଗୃହଚାଳର ସର୍ବୋଚ୍ଚ ସ୍ଥାନ — The summit of a thatch
  • ଦେ. ବି. (ସଂ. ପୀଠ) — ବଂଶାନୁଗତ ପୁରୁଷ; ପୋସ୍ତାନୀ — Successive generation of a family
  • ଦେ. ବି. (ସଂ. ପୀଠ) — ଉଚ୍ଚ ହିଡ଼ — A high ridge
  • ଦେ. ବି. (ସଂ. ପୀଠ) — ପୂର୍ବ ପୁରୁଷଙ୍କ ଆସ୍ଥାନ — Ancestral seat
  • ଦେ. ବି. (ସଂ. ପୀଠ) — ଦେବ ମୂର୍ତ୍ତିର ମୂଳ ଆସ୍ଥାନ — The pedestal of an idol
  • ଦେ. ବି. (ସଂ. ପୀଠ) — ବାଜୀ; ଜୁଆଖେଳରେ ରଖାଯିବା ପଣ — Wager
  • ଦେ. ବି. (ସଂ. ପୀଠ) — ପୁଷ୍ପର ତୁ ଆସ ଆମ୍ଭେ ପଶା ଖେଳିବା ଯେତେ ଧନ ବୋଲିବୁ ତୁ ପିଢ଼ କରିବା। ପ୍ରାଚୀ, ନଳଚରିତ। ଯୁଦ୍ଧ କରିବା ପିଢ଼ କରି ସଂଗ୍ରାମେ ଯେ ଯାହାକୁ ହାରି। ଜଗନ୍ନାଥ, ଭାଗବତ।
  • ଦେ. ବି. (ସଂ. ପୀଠ) — ବାସସ୍ଥାନ; ବସତି — Residence
  • ଦେ. ବି. (ସଂ. ପୀଠ) — (ଯଥା—ଭୂୟାଁ ପିଢ଼)
  • ଦେ. ବି. (ସଂ. ପୀଠ) — ରାଜାଙ୍କ ଅଧୀନସ୍ଥ ଜଙ୍ଗଲି କ୍ଷୁଦ୍ରରାଜ୍ୟ — A small principality under a Raja