ପିଢ଼ି Piṟḍ̠ẖi

  • ଦେ. ବି. (ସଂ. ପୀଠିକା) — ବଂଶାନୁକ୍ରମିକ ପୁରୁଷ — Generation
  • ଦେ. ବି. (ସଂ. ପୀଠିକା) — (ଯଥା—ସିଦ୍ଧେଶ୍ୱରପୁରରେ ଆମର ପାଞ୍ଚ ପିଢ଼ି ଭୋଗ ହେଲାଣି।)
  • ଦେ. ବି. (ସଂ. ପୀଠିକା) — ଉଚ୍ଚସ୍ଥାନକୁ ଆରୋହଣ କରିବା ନିମିତ୍ତ ପାଦପୀଠ — A foot-stool