ପିଲ୍ Pil
- ବୈଦେ. ବି. (ଇଂ. ପିନ୍; ଇଂ. ପିଲାର୍; ଫା. ପିଲ୍ପାୟା) — ଛୋଟ ବାଉଁଶ ଖିଲ — Wooden or bamboo peg
- ବୈଦେ. ବି. (ଇଂ. ପିନ୍; ଇଂ. ପିଲାର୍; ଫା. ପିଲ୍ପାୟା) — ଖୁଣ୍ଟ; ଖୁଣ୍ଟି — Pillar
- ବୈଦେ. ବି. (ଇଂ. ପିନ୍; ଇଂ. ପିଲାର୍; ଫା. ପିଲ୍ପାୟା) — ସୀମାନିର୍ଦ୍ଦେଶକ ଖୁଣ୍ଟି — Boundary pillar
- ବୈଦେ. ବି. (ଇଂ. ପିନ୍; ଇଂ. ପିଲାର୍; ଫା. ପିଲ୍ପାୟା) — (ଇଂ. ପିଲ୍)—ବଟିକା; ବଡ଼ି — Pill
- ବୈଦେ. ବି. (ଇଂ. ପିନ୍; ଇଂ. ପିଲାର୍; ଫା. ପିଲ୍ପାୟା) — (ଫା. ପୀଲ୍=ହାତୀ) ସତରଞ୍ଜ ଖେଳର ହାତୀ — The elephant piece in the game of chess